ସିଏଜି ରିପୋର୍ଟକୁ ନେଇ ବିଜେଡିକୁ ବିଜେପିର ନିଶାନା; MMDR ଉପରେ ଖୋଲା ବିତର୍କ ପାଇଁ ଆହ୍ୱାନ

ଭୁବନେଶ୍ୱର, ୩୦ ସେପ୍ଟେମ୍ବର: ଓଡ଼ିଶାରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍‌ଏଫ୍‌ ଅର୍ଥ ବ୍ୟବହାର ସମ୍ପର୍କିତ ସିଏଜି ରିପୋର୍ଟକୁ ଆଧାର କରି ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି। ଦଳର ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସିଏଜି…

ବାରବାଟୀରେ ଆଜି ଟି-୨୦ ଲିଗ୍‌ ଫାଇନାଲ୍‌: ଟ୍ରଫି ପାଇଁ କେନ୍ଦୁଝର-ସମ୍ବଲପୁର ଲଢ଼େଇ

କଟକ, ସେପ୍ଟେମ୍ବର ୩୦: ଓଡ଼ିଶା ଟି-୨୦ ଲିଗ୍‌—ସିଏମ୍‌ ଟ୍ରଫିର ଚାମ୍ପିଅନ୍‌ ହେବା ପାଇଁ ଆଜି ବାରବାଟୀ ଷ୍ଟାଡିୟମ୍‌ରେ ଲଢ଼େଇ କରିବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ଟାଇଟଲ୍‌ ମୁକାବିଲାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ…

ବାରବାଟୀରେ ମହିଳା ପ୍ରଦର୍ଶନୀ ମ୍ୟାଚ୍‌: ୭ ୱିକେଟ୍‌ରେ ଜିତିଲା ଓସିଏ ବ୍ଲୁ

କଟକ, ସେପ୍ଟେମ୍ବର ୨୯: ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍‌ ଟ୍ରଫିକୁ ଅବସରରେ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମହିଳା ପ୍ରଦର୍ଶନୀ ମ୍ୟାଚ୍‌ରେ ଓସିଏ ମହିଳା ବ୍ଲୁ ଦମଦାର ବିଜୟ ହାସଲ କରିଛି। ଓସିଏ ମହିଳା ଗ୍ରୀନ୍‌କୁ ୭ ୱିକେଟ୍‌ରେ ହରାଇ…

ବର୍ଷା ଅଟକାଏ ମ୍ୟାଚ୍, ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ କାମ ଅଟକେନି

ବାରବାଟୀରେ ଖେଳ ଫେରାଇବା ପାଇଁ ନିରନ୍ତର ପରିଶ୍ରମ; ୧୨ ଜଣିଆ ଟିମ୍‌କୁ ସହଯୋଗ କରୁଛନ୍ତି ପ୍ରାୟ ୫୦ରୁ ୬୦ ଜଣ କଟକ, ସେପ୍ଟେମ୍ବର ୨୯: ଆକାଶରୁ ବର୍ଷା ଝରୁଛି। ଷ୍ଟାଡିୟମରେ ଖେଳାଳିମାନେ ଅପେକ୍ଷାରେ, ଦର୍ଶକଙ୍କ ନଜର ପିଚ୍‌ ଉପରେ। କିନ୍ତୁ ଏହି…

ଟ୍ରଫିଠାରୁ ବଡ଼ ଲକ୍ଷ୍ୟ, ଓଡ଼ିଶାରୁ ଜାତୀୟ ସ୍ତରକୁ ଯୁବ ପ୍ରତିଭା: ପୁରୀ ଟାଇଟନ୍ସ

କଟକ, ସେପ୍ଟେମ୍ବର ୨୫: ଭାରତ ମସଲା ଓଡ଼ିଶା T20 ଲିଗ୍–CM ଟ୍ରଫିରେ ପୁରୀ ଟାଇଟନ୍ସର ଲକ୍ଷ୍ୟ କେବଳ ମ୍ୟାଚ୍ ଜିତିବା କିମ୍ବା ଚାମ୍ପିଅନ୍ ହେବା ମଧ୍ୟରେ ସୀମିତ ନୁହେଁ। ଓଡ଼ିଶାର ଯୁବ କ୍ରିକେଟରଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚସ୍ତରୀୟ କ୍ରିକେଟ୍ ପାଇଁ…

ବ୍ୟାଟରରୁ ପେସର୍‌: ସୌରଭ ଗାଙ୍ଗୁଲିଙ୍କୁ ଆଦର୍ଶ ମାନି କ୍ରିକେଟ୍‌ ଆରମ୍ଭ କରିଥିଲେ ରାଜେଶ ମହାନ୍ତି

୯୯ ନମ୍ବର ଜର୍ସି ପଛରେ ଗାଙ୍ଗୁଲି କନେକ୍ସନ୍‌; ଭାରତ U-19ରୁ MRF Pace Foundation ପର୍ଯ୍ୟନ୍ତ ରାଜେଶଙ୍କ ଯାତ୍ରା କଟକ, ସେପ୍ଟେମ୍ବର ୨୪: ଯେଉଁ ଖେଳାଳିଙ୍କୁ ଦେଖି ପିଲାଦିନେ କ୍ରିକେଟ୍‌ ପ୍ରତି ଆକର୍ଷିତ ହୋଇଥିଲେ, ଆଜି ତାଙ୍କ ନାମ ସହିତ ନିଜର…

ଓଡ଼ିଶାରେ ବଢ଼ୁଛି ଆଳୁ ଚାଷ; ୨୦୨୫-୨୬ରେ ୧୬ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ

ଚଳିତ ବର୍ଷ ଏଯାଏଁ ୨୪୭୮ ହେକ୍ଟରରେ ଆଳୁ ଚାଷ; କୋରାପୁଟରେ ସର୍ବାଧିକ ୮୪୧୫ ଚାଷୀ ସାମିଲ ଭୁବନେଶ୍ୱର: ରାଜ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ପଦକ୍ଷେପର ପ୍ରଭାବରେ ଚାଷ ବଢ଼ିଥିବା ତଥ୍ୟ ସାମ୍ନାକୁ ଆସିଛି। ୨୦୨୪-୨୫…

ମଧ୍ୟପ୍ରାଚ୍ୟ ଅଶାନ୍ତିର ପ୍ରଭାବ: ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୨୩.୪୦ କୋଟି ଟଙ୍କାର ହ୍ରାସ

ବିଧାନସଭାରେ ସରକାରଙ୍କ ତଥ୍ୟ; ମଧ୍ୟପ୍ରାଚ୍ୟ ବଜାରରେ ରପ୍ତାନି ୧୪.୫୭% କମିଛି ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଅସ୍ଥିର ପରିସ୍ଥିତିର ପ୍ରଭାବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ପଡ଼ିଛି। ଏହାର ପ୍ରଭାବରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଓଡ଼ିଶାରୁ ମାଛ, ଚିଙ୍ଗୁଡ଼ି ଓ…

ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଦାବି, ରାଜରାସ୍ତାକୁ ଓହ୍ଲାଇବାକୁ ଏବିଭିପିର ଚେତାବନୀ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଶୀଘ୍ର କରାଇବାକୁ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଦୀର୍ଘ ସମୟ ଧରି କ୍ୟାମ୍ପସରେ ଛାତ୍ର ନିର୍ବାଚନ ନ ହେବା ନେଇ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ସ୍ପଷ୍ଟ…

ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୩୩ ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ୱର, ୨୩/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଓଡ଼ିଶାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଏହାର ପ୍ରଭାବକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ହୋଇଥିବା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ…